Tapas Jena
State Executive of It & Sm OBC MOURCHA
14/06/2023
ସାଲେପୁର ବ୍ଲକ୍ ସୌରୀ ପଞ୍ଚାୟତ ର ବରିଷ୍ଠ ନେତା ତଥା 4 ଥର ସରପଞ୍ଚ ଥିବା ମହାନ୍ ବ୍ୟକ୍ତିତ୍ଵ ଶ୍ରୀଯୁକ୍ତ ବସନ୍ତ କୁମାର ଭୂୟାଁ ଙ୍କ ବିୟୋଗ ରେ ଆମେ ମର୍ମାହତ, ଭଗଵାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ,ଓଁ ଶାନ୍ତି.
ନବୀନ ବାବୁ ତାଙ୍କ ସହଯୋଗୀ ବିଷ ଖାଇ ମରିଯିବା କଥା, ପୁରା ଦେଶରେ ଓଡ଼ିଶା ନାମକୁ ମାଟିରେ ମିଶେଇ ଦେଲେ
05/05/2023
ବିଶେଷ ମୁହୂର୍ତ୍ତ ରେ କେନ୍ଦ୍ରାପଡ଼ା ର ପୂର୍ବତନ ସାଂସଦ ପାର୍ଥି ଶ୍ରୀଯୁକ୍ତ ବିଷ୍ଣୁ ଦାସ ମହୋଦୟ ଙ୍କ ଦ୍ଵାରା ଆୟୋଜିତ ଅଷ୍ଟପ୍ରହରୀ ନମାଯଜ୍ଞ ରେ ଯୋଗଦେଲୂ ବଡ଼ଭାଇ ସତ୍ୟବାଦୀ ଚଇନି,ଅନିଲ ଭାଇ ଓ ମୋର ସହପାଠୀ ଅସିତ୍ ଭାଇ,ବିକାସ ସିଂ
26/04/2023
ବହୁତ ଦୁଃଖଦ ଓ ନିନ୍ଦନୀୟ ଘଟଣା
ଆଜି ଛତିଶଗଡ଼ର ଦାନ୍ତେୱାଡା ଠାରେ ମାଓବାଦୀଙ୍କ ବର୍ବର କାଣ୍ଡରେ ଆମର ୧୦ ଜଣ ବୀର DRG ଯବାନ ଓ ଜଣେ ଡ୍ରାଇଭର ସହୀଦ୍ ହୋଇଛନ୍ତି l ମୁଁ ଏ ଘଟଣାକୁ ଘୋର ନିନ୍ଦା କରିବା ସହିତ ଅମର ଆତ୍ମାଙ୍କ ସଦ୍ଗତି କାମନା କରୁଛି l
Strongly condemn the dastardly Naxal attack in Dantewada (Chhattisgarh) in which 10 DRG jawans and a driver have tragically lost their lives. I pray for the families of those who sacrificed their lives for our nation.
Rest in peace bravehearts.
Om Shanti 🙏
25/04/2023
ଜୀବନର ଦୀର୍ଘ ୧୭ ବର୍ଷ ର ମାଇଲ ଖୁଣ୍ଟ କୁ ହାତରେ ହାତ ଓ ପାଦରେ ପାଦ ମିଶାଇ ସବୁ ଦୁଃଖ କଷ୍ଟକୁ ସାହି ଅର୍ଦ୍ଧାଙ୍ଗିନୀ ର କର୍ତ୍ତବ୍ୟ ସହ ଗୋଟେ ଭଲ ମା , ଭଲ ବହୁର ଧର୍ମ କୁ ପାଳନ କରି ଥିବାରୁ ଏହି anniversary ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା
Type
Contacter l'entreprise
Site Web
Adresse
Democratic Republic Of The
Notifications
Soyez le premier à savoir et laissez-nous vous envoyer un courriel lorsque Tapas Jena publie des nouvelles et des promotions. Votre adresse e-mail ne sera pas utilisée à d'autres fins, et vous pouvez vous désabonner à tout moment.