lipsita kumar samanta singhar
writer by :- lju...��
public figure pge ��..���
heart touching write..��
କୁକୁର ପଛରେ ଭୁକିବାକୁ ପସନ୍ଦ କରେ,କିନ୍ତୁ ମୁଁ ଭୁକୁଥିବା କୁକୁର କୁ ଲଗାମ ଦେବାକୁ ପସନ୍ଦ କରେ !
"ଯିଏ ଯାହାକୁହ ଭାଇ ସାମ୍ନାରେ କୁହ ସାମ୍ନାରେ ଶୁଣ ଭୁଲଥିଲେ ମାନିବି,ନଥିଲେ ପୌରାଣିକ ଭାଷାରେ ଶୁଣେଇବି !!
#
# # # # ceo #
12/12/2024
ମୋ ସ୍ମୃତିର ଗନ୍ତାଘରେ,ସାଇତି ରଖୁଥିବା ଛବିଗୁଡିକୁ .....
ଯେତେବେଳେ ଦେଖିବାକୁ ଇଛା ହୁଏ....
ଦେଖେତ ତୁମେ ଦେଇଥିବା ସେଇ ନାଲି ଶାଢୀକୁ
ସେହିପରି ପଡି ରହିଛି ଆଲମାରୀ ରେ.......
ସେମିତି ଚିକଚିକ ହୋଇ ଝଟକୁ ଛି ......
କେତେ ସ୍ୱଭନୀୟ ଭାବରେ ତୁମକୁ ଅପେକ୍ଷ୍ୟା କରିଛି....
କେବେ ତୁମେ ଆସିବ......
କେବେତାକୁ ନିଜ ପାଖକୁ ଆଣି ମୋତେ ଫେରେଇବ
ସେଇ ରଙ୍ଗର୍ ନାଲିଶାଢ଼ୀ....
ତୁମେ କିଣି ମୋ ହାତରେ ଧରେଇ ଦେଇଥିବା ସେଇ ନାଲିଶାଢ଼ୀ....
ଦେଖତ କେତେ ନୁଆ ଦିଶୁଛି,ପୁରା ଚିକ ଚିକ ହୋଇ....
ପିନ୍ଧିବାକୁ ଆଜି ଭାରି ଇଛାହେଉଛି..
ପିନ୍ଧି ଥରେ ସବୁଆଡେ ବୁଲି ଆସନ୍ତି କି......
ଆଉ କୁହନ୍ତି ତୁମେ ଦେଇଥିବା ସେଇ ନାଲିଶାଢ଼ୀ.....??
Click here to claim your Sponsored Listing.
Category
Website
Address
Bangalore
Bangalore