KUMAR SANU

KUMAR SANU

Share

Contact information, map and directions, contact form, opening hours, services, ratings, photos, videos and announcements from KUMAR SANU, Health/Beauty, kurgal gate bangalore - 563102, Bangalore.

14/05/2024

ବିଶ୍ୱ ଭାଇ ଙ୍କ କଠିନ ପରିଶ୍ରମ ର ଫଳ ଆଜି ତାଙ୍କୁ ମିଳିଛି, ବରୀ ବାସୀଙ୍କୁ ଏତିକି ଅନୁରୋଧ ବିଶ୍ୱ ଭାଇ ଙ୍କୁ ବିପୁଳ ସଂଖ୍ୟା ରେ ଶଙ୍ଖ ଚି଼ହ୍ନ ରେ ମୋହର ମାରି ଜୟଯୁକ୍ତ କରାନ୍ତୁ 👍

17/04/2024

ଗରିବ ଯୋଉଠି ବିଶ୍ୱ ସେଇଠି
ଗରିବ ଲୋକଙ୍କ ସାହାରା ଆମ
ବିଶ୍ୱ ଭାଇ ବରୀ ର ପ୍ରତୀକ 👍
ବିଶ୍ୱ ଭାଇ ଙ୍କ ସହ ମିଶି ତାଙ୍କ ହାତ
ମୁଠା କୁ ଟାଣ କରିବ ଓ ବରୀର
ଉନ୍ନତି ପାଇଁ ସତଚେଷ୍ଟା କରିବା 👍

Photos from KUMAR SANU's post 10/04/2024

ଦୁଃଖିଙ୍କ ଦରଦୀ ବନ୍ଧୁ
ମାଉସୀ ମୋଉସା ଙ୍କ ପୁଅ
ଯୁବ ପିଢୀଙ୍କ ଭାଇ
ଆମ ସ୍ବାଭିମାନ ଆମ ଆଦର୍ଶ
ଆମ ବିଶ୍ଵ ଭାଇ
ଏ ଲଢେଇ ଏକା ବିଶ୍ଵ ଭାଇଙ୍କର ନୁହେଁ ଏ ଲଢେଇ ଆମ ସମସ୍ତଙ୍କର ଲଢେଇ ଆସନ୍ତୁ ଆମ ସମସ୍ତେ ଏକ ହେବା ବିଶ୍ଵ ଭାଇଙ୍କୁ ଆଗେଇ ନେବା🙏ଗରିବ ଙ୍କ ସାଥି ବିଶ୍ୱ ଭାଇ ତାଙ୍କ ପରି ଆଉ କେହି ନାହିଁ ❤️

07/04/2024

କୁମ୍ଭୀର କାନ୍ଦଣା ଓ ନାଟକ ସରିଲା କେବେ ଇସ୍ତଫା ଦେବ ଜନତା ଅପେକ୍ଷାରେ
2019 revenge loading once again👍

07/04/2024

2019 ରେ ଡାକିକି ଟିକେଟ ଦେଲେ କାହିଁକିନା ତମେ ବିଶ୍ୱ ମଲ୍ଲିକର ଚେୟାରମ୍ୟାନ ଥିଲ 2024 ରେ ମାଗିଲେ ବି ମିଳିବ ନାହିଁ କାହିଁକିନା ତୁମ ହାତରେ ଚେୟାରମ୍ୟାନ ନାହିଁ
ବରୀ ରେ ବିଶ୍ୱ କେବଳ ବିଶ୍ୱ
🙏ଜୟ ଜଗନ୍ନାଥ🙏

Photos from KUMAR SANU's post 07/04/2024

ସକାଳର ଚା ଖଟିରେ ବିଶ୍ୱ ଭାଇ ଦୁଃଖୀ ଗରିବ ଲୋକ ଯୋଉଠି ଆମ ବିଶ୍ୱ ଭାଇ ସେଇଠି 👍

06/03/2024

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯିବାବେଳେ ପିହୁ ମାଆଙ୍କୁ ଅଟକ । ଝିଅ ନିଖୋଜ ଘଟଣାକୁ 4ବର୍ଷ ବିତିଯାଇଛି । ହେଲେ ଏପର୍ଯ୍ୟନ୍ତ ପିହୁକୁ ଖୋଜିବାରେ ବିଫଳ ହୋଇଛନ୍ତି ରାଜ୍ୟସରକାର । ନ୍ୟାୟ ମିଳିବନି ଓଡ଼ିଶାରେ ଧିକ ତମ 5t ସରକାର

25/02/2024

ବିଜେପିରେ ମିଶିଲେ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ସ୍ୱାଗତମ ବିଜେପି 💐💐ଏଥର ଲଢେଇ ହେବ 👍

23/12/2023

Me and my mother visited the temple's

21/09/2023

KUMAR SANU odisha Jaipur

Photos from KUMAR SANU's post 06/07/2023

Happy birthday to my 👉lovely brother. Enjoy your 🎂special day to the fullest! Lots of love to you.

Want your business to be the top-listed Beauty Salon in Bangalore?
Click here to claim your Sponsored Listing.

Category

Culinary Team

Attire

Telephone

Website

Address


Kurgal Gate Bangalore - 563102
Bangalore