L K Scissor Unisex Salon
Unisex Salon
27/03/2026
*ତୁମକୁ ଭରସା କରି ଚାଲିଛି ମୁଁ*
*ସୁଖଦୁଃଖ ମଧ୍ଯ ଦେଇ,*
*ଅନୁଭବ କରେ କାଳିଆ ଠାକୁର*
*ଅଛନ୍ତି ମୋ ସାହା ହୋଇ* *ଚିନ୍ତାମଣି ନାମ ବହିଅଛ ପ୍ରଭୁ*
*ଚିନ୍ତାରୁ କରିବ ପାରି*
*ଶ୍ରୀରଙ୍ଗା ଚରଣେ କରୁଛି ଗୁହାରି*
*ସର୍ବ ଦୁଃଖ ନବ ହରି*
*ଜୟ ଜଗନ୍ନାଥ l🙏🙏🙏*
07/03/2026
ଏତିକି ଗୁହାରି ତୋତେ ରେ କାଳିଆ
ଯାହା ଦେବୁ ସୁଖ ଦୁଃଖ,
ଆତ୍ମା ଛାଡି ଯିବ ଯେବେ ମୋ ଶରୀର
ଦେଖାଇବୁ ଟିକେ ଶ୍ରୀମୁଖ ।
ତୋ ମୁହଁକୁ ଚାହିଁ ତୋର ନାମ ଗାଇ
ଛାଡ଼ିବି ମର ସଂସାର ,
ବାରମ୍ୱାର ପୁଣି ଦେବୁ ରେ ଜନମ
ଜପିବାକୁ ନାମ ତୋର । ଜୟ ଜଗନ୍ନାଥ।🙏🙏
Category
Website
Address
In Front Of Sum Blood Bank
Bhubaneswar
751003
Alerts
Be the first to know and let us send you an email when L K Scissor Unisex Salon posts news and promotions. Your email address will not be used for any other purpose, and you can unsubscribe at any time.
26/03/2026