Freedom Odisha
ଓଡ଼ିଶାର ଇତିହାସ, ଛୋଟବଡ ଖବର, ଆପଣଙ୍କ ପାଇଁ, ପ୍ରଚାର ଆମର ବିଚାର ଆପଣଙ୍କର
19/11/2025
18/11/2025
ବାହାବେଦିରେ ବସିଥିଲା ପୁଅ, ପ୍ରେମିକ ସହ ଫେରାର ହେଇଗଲା ମା', ଆଉ ତା'ପରେ ଯାହା ହେଲା
ବାହା ବେଦୀରେ ପୁଅ, ମା ପଳେଇଲା ନିଜ ପ୍ରେମିକ ସହ ! ତେବେ ଏପରି କିଛି ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ଅଞ୍ଚଳ ବୀର୍ସା ବ୍ଲକ ଅନ୍ତର୍ଗତ ଚୀରୋବେଡା ଗ୍ରାମରେ ଘଟିଛି । ଯାହାକୁ ନେଇ ଏବେ ସବୁଆଡେ ଚର୍ଚା ଜୋର ଧରିଛି । ତେବେ ବାପା ଚାଲିଯିବା ପରେ ପୁଅର ବାହାଘର ହୋଇଥିଲା ।
ବାହାଘର ପରେ ବୋହୁ ଘରକୁ ଆସିବା ପରେ ବିଧବା ମା' ନିଜ ପ୍ରେମିକ ସହ ଘରୁ ଛୁ ମନ୍ଥର ହୋଇ ପଳାଇଯାଇଥିଲା ।
18/11/2025
ବଡ ଖବର ! ଏବେ ଏଇ ମାନଙ୍କର କଟିଯିବ Ration Card, ଆସିଲା ନୂଆ ନିୟମ।
ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଏକ ବଡ ସୂଚନା ଜାରୀ କରାଯାଇଛି । ତେବେ ରାସନ କାର୍ଡ ପାଇଁ କେଉଁ ମାନେ ଅଯୋଗ୍ୟ ବିବେଚିତ ? ଯେଉଁ ମାନଙ୍କର ଯେଉଁ ହିତାଧାରୀଙ୍କ ଫ୍ଲାଟ କିମ୍ବା ୧୦୦ ବର୍ଗ ମିଟରରୁ ଅଧିକ ଏରିଆରେ ଘର ରହିଥିବ । ଗାଁରେ ୨ ଲକ୍ଷ ଓ ସହରରେ ବାର୍ଷିକ ୩ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର ଥିବ । ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରହିଥିବ । ୪ ଚକିଆ ଗାଡି ରହିଥିଲେ
ମହିଳାଙ୍କ ସହ ସମ୍ପର୍କ ରଖିବା ସମୟରେ ଲୋକମାନେ ଧରିକି କହିଲେ ଆମକୁ ଟିକେ ଦିଅ।
ମୋତେ ଧରିକି ଶୋଇଲା କାମ ସରିଗଲା ପରେ ,,
16/11/2025
ଏମିତି ଏକ ଦେଶ ଯେଉଁଠି ରାତି ଅଧରେ ମଧ୍ୟ ଖୋଲାଯାଏ ଦୋକାନ,ବଜାର; ରାତିରେ ମଧ୍ୟ ଦିଶେ ସୂର୍ଯ୍ଯାଲୋକ.,🌃🏙️💫
#ନରୱେ , #ଫିନଲ୍ୟାଣ୍ଡ , #ଆଇସଲ୍ଯାଣ୍ଡ , #ନୁନାଭୁଟ୍ , #ବାରୋ
16/11/2025
ମୋ ସାଥିରେ ଲାଗିଲେ, ସମସ୍ତକୁ ସୋଧିବି କହିଦେଲା।
15/11/2025
ଆପଣ ବି ଅନଲାଇନରେ ଇଲେକ୍ଟ୍ରି ବିଲ ଭରୁଛନ୍ତି? ଜାଣନ୍ତୁ, ନଚେତ ଆକାଉଣ୍ଟ ହେଇଯିବ ଖାଲି ..
ବର୍ତ୍ତମାନ ଅନଲାଇନ୍ ଯୁଗ । ସପିଂଠୁ ନେଇ ବିଲିଂ, ପ୍ରତ୍ୟେକ କାମ ଅନଲାଇନ୍ରେ ସୁବିଧାରେ ସରଳରେ ହୋଇଯାଇଛି। ହାତ ପାହାନ୍ତାରେ ସବୁ ଜିନିଷ ହୋଇଯାଉଛି। ସେହିପରି ବିଦ୍ୟୁତ୍ ବିଲ୍, ପାଣି ବିଲ୍ ଭଳି ବିଲ୍ ମଧ୍ୟ ଅନଲାଇନ୍ରେ ପୈଠ ହୋଇପାରୁଛି। କିନ୍ତୁ ଯଦି ଆପଣ ବିଲ୍ ଭରୁଛନ୍ତି ଚେବେ ସତର୍କ ରହିବା ବହୁତ ଜରୁରୀ।
ଆଜିକାଲି ପ୍ରାୟ ସବୁ ସରକାରୀ ଓ ବେସରକାରୀ ସେବା ଅନଲାଇନ୍ ହୋଇଗଲାଣି।
ବ୍ୟାଙ୍କିଙ୍ଗ୍ ଠାରୁ ଆରମ୍ଭ କରି ବିଦ୍ୟୁତ୍ ବିଲ୍ ପର୍ଯ୍ୟନ୍ତ,କେବଳ ଗୋଟିଏ କ୍ଲିକରେ ସବୁକିଛି ସମ୍ଭବ ହୋଇପାରୁଛି। ଏହା ପ୍ରକୃତରେ ଲୋକଙ୍କ କାମକୁ ସହଜ କରିଛି ଓ ସମୟ ବଞ୍ଚାଉଛି। କିନ୍ତୁ ସୁବିଧା ସହ, ବିପଦ ମଧ୍ୟ ବଢି ଚାଲିଛି।
ଅନଲାଇନ୍ ବିଲ୍ ପେମେଣ୍ଟ ସମୟରେ ବହୁତ ସତର୍କ ରହିବା ଜରୁରୀ। ବିଶେଷକରି ଅନଲାଇନ୍ ଠକେଇ। ସମ୍ପ୍ରତି, ଏପରି ଠକେଇରେ ଅନେକ ଲୋକ ଟଙ୍କା ହରାଇଛନ୍ତି ଓ ଏଥର ବିଦ୍ୟୁତ୍ ବିଲ୍ ପୈଠ କରୁଥିବା ଗ୍ରାହକମାନଙ୍କୁ ଟାର୍ଗେଟ କରାଯାଇଛି।
କିଛି ଦିନ ପୂର୍ବେ, ଜଣେ ଗ୍ରାହକଙ୍କୁ ଗୋଟିଏ ମେସେଜ୍ ମିଳିଥିଲା ଯେ, “ଆପଣଙ୍କର ବିଦ୍ୟୁତ୍ ବିଲ୍ ପୈଠ କରାଯାଇ ନାହିଁ, ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଓ ତୁରନ୍ତ ପେମେଣ୍ଟ ଦିଅନ୍ତୁ, ନଚେତ୍ ଆପଣଙ୍କର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯିବ।” ବ୍ୟକ୍ତି ଜଣଙ୍କ ତୁରନ୍ତ ଲିଙ୍କ୍ ମାଧ୍ୟମରେ ପେମେଣ୍ଟ କରିଦେଲେ, କିନ୍ତୁ ପରେ ସେ ଜାଣିପାରିଲେ ଯେ ଏହି ଲିଙ୍କଟି ନକଲି। ତାଙ୍କ ଟଙ୍କା ମଧ୍ୟ କଟି ଯାଇଥିଲା।
ଏପରି ଠକେଇ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଠକମାନେ ମୋବାଇଲ୍ ଫୋନ୍ ରୁ ପଠାଯାଉଥିବା ଠକ ଲିଙ୍କ୍ ଉପରେ କ୍ଲିକ୍ କରି ଗ୍ରାହକଙ୍କ ବ୍ୟକ୍ତିଗତ ଓ ବ୍ୟାଙ୍କ ସୂଚନା ଚୋରି କରୁଛନ୍ତି। ତେଣୁ, ବିଦ୍ୟୁତ୍ ବଣ୍ଟନ କମ୍ପାନୀ ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।
ବିଦ୍ୟୁତ ବଣ୍ଟନ ବିଭାଗ ନାଗରିକମାନଙ୍କୁ ସତର୍କ କରାଇ ଦେଇଛି। କୌଣସି ଅଜଣା ନମ୍ବରରୁ ଆସୁଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଯଦି ଆପଣ “ବିଦ୍ୟୁତ ବିଚ୍ଛିନ୍ନ କରାଯିବ” ବୋଲି ଏକ ମେସେଜ ପାଉଛନ୍ତି, ତେବେ ଆତଙ୍କିତ ହୁଅନ୍ତୁ ନାହିଁ ଓ ପେମେଣ୍ଟ ମଧ୍ୟ କରନ୍ତୁନି। ବିଲ୍ ପୈଠ କରିବା ପାଇଁ କେବଳ ସରକାରୀ ୱେବସାଇଟ୍ କିମ୍ବା ସରକାରୀ ମୋବାଇଲ୍ ଆପ୍ ବ୍ୟବହାର କରନ୍ତୁ।
କୌଣସି ତୃତୀୟ-ପକ୍ଷ ଆପ୍, ଏଜେଣ୍ଟ କିମ୍ବା ଷ୍ଟୋର ମାଧ୍ୟମରେ ବିଲ୍ ପୈଠ କରନ୍ତୁ ନାହିଁ। କେବଳ ସରକାରୀ ୱେବସାଇଟରେ ଆପଣଙ୍କର ମୋବାଇଲ୍ ନମ୍ବର ପଞ୍ଜୀକରଣ କରନ୍ତୁ। ଯଦି ସନ୍ଦେହ ହୁଏ, ତେବେ ଟୋଲ୍-ଫ୍ରି ନମ୍ବରରେ ଯୋଗାଯୋଗ କରନ୍ତୁ।
ଅନଲାଇନରେ ବିଲ୍ ପୈଠ କରିବାର କିଛି ସୁବିଧା ଓ ସତର୍କତା ମଧ୍ୟ ଅଛି। ପର୍ବପର୍ବାଣୀ ସମୟରେ ତତକାଳ ବୁକ୍ କରନ୍ତୁ। ସତର୍କତା ମଧ୍ୟରେ ଗ୍ରାହକ ନମ୍ବର ସଠିକ୍ ଭାବରେ ପ୍ରବେଶ କରିବା ଅନ୍ତର୍ଭୁକ୍ତ। ଆଂଶିକ ଦେୟ ଅନୁମତି ନାହିଁ। ଭୁଲ ଦେୟ ପାଇଁ ରସିଦ ସଂରକ୍ଷଣ କରନ୍ତୁ। କୌଣସି ସମସ୍ୟା ହେଲେ, ନିଜ ରାଜ୍ୟର ବିଦ୍ୟୁତ ବିଭାଗ ସହ କଥା ହୁଅନ୍ତୁ । ରେଳ ଷ୍ଟେସନଗୁଡ଼ିକରେ ବିଲ୍ ପେମେଣ୍ଟ କାଉଣ୍ଟର ମଧ୍ୟ ଅଛି।
15/11/2025
ଛେଳିର ଆଖି ନେଲା ପ୍ରତିଶୋଧ, ଛେଳିକୁ ମାରିଥିଲେ ଏବେ ଛେଳି ନେଲା ବଦଲା. ଏହାକୁ ଶୁଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ?
ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଛେଳିନେଲା ତା 'ର ପ୍ରତିଶୋଧ । ଛେଳିର ଆଖି ଖୋଜୁଥିଲା ବଦଲା ଓ ଶେଷରେ ପୁରା ହେଲା । ହଁ ଦର୍ଶକବନ୍ଧୁ ଏହା ଶୁଣିବାକୁ ଅବିଶ୍ଵାସ ଲାଗୁଥିଲେ ବି ଏକଦମ ସତ ଅଟେ । ଆମେସମସ୍ତେ ଜାଣିଛୁ ଯଥା ପୁରାତନ କାଳରୁ ବଳିଦେବା ପ୍ରଥା ପ୍ରଚଳିତ ହେଉଛି । ଏହି ରୀତି ଅନୁସାରେ ମଣିଷ ନିଜର ମନସ୍କାମନାକୁ ପୂରଣ କରିବା ପାଇଁ ନିରୀହ ପଶୁମାନଙ୍କୁ ଇଶ୍ଵରଙ୍କୁ ବଳି ଦେଇଥାଏ ଯାହା ଫଳରେ ତାହାର ଇଛା ପୂର୍ଣ୍ଣ ହୋଇଥାଏ ।
ମାତ୍ର ନିରୀହ ପଶୁ କେତେକ ଦିନ ଏହାକୁ ସହ କରି ତେଣୁ ସେ ବି ନେଲା ପ୍ରତିଶୋଧ । ଏହି ଘଟଣା ଟି ହେଉଛି ଛତିଶଗଡ ମଦନପୁର ଅଞ୍ଚଳର ଜଣେ ଯୁବକ ତାଙ୍କ ନାମ ହେଉଛି ବାଘର ସାହୁ ସେ ମନସ୍କାମନା କରିଥିଲେ ଯେ ଛେଳିକୁ ବଳି ଦେବେ ବୋଲି । ସେହିଅନୁସାରେ ସେ ବଳି ଦେବା ଦିନ ସନିକଟ ହୋଇଥାଏ ।ଗାଁ ର ସମସ୍ତ ଆଗରେ ସେ ଛେଳିକୁ ନେଇ ଠାକୁରାଣୀଙ୍କ ସାମ୍ନାରେ ରଖିଲେ ଓ ଗ୍ରାମର ରୀତିନୀତି ଅନୁଯାୟୀ ପୂଜା ଅର୍ଚନା କରି ଛେଳିକୁ ମା 'ଙ୍କୁ ଅର୍ପଣ କରିଥିଲେ ।
ପୂଜା ହେବା ପରେ ଛେଳିକୁ ବଳି ଦେଇ ଭୋଜନ ଆୟୋଜନ କରିଥିଲେ । ଏହି ଭୋଜିକୁ ଗାଁ ର ସମସ୍ତ ଲୋକେ ଆସିଥିଲେ ଛେଳିକୁ କାଟି ମଟନ ପ୍ରସ୍ତୁତ କରାଯାଇଥିଲା । ମାତ୍ର ଛେଳି ତାହାର ବଦଲା ଭୁଲି ନ ଥିଲା ତେଣୁ ସେ ଆଖି ଖୋଲା କରିକି ରଖିଥିଲା । ଯେତେବେଳେ ଭୋଜନ ପରସାଉ ଥିଲା ବାଘର ସାହୁଙ୍କ ଭାଗରେ ଛେଳିର ଆଖି ପଡିଥିଲା ସେ ତାହାଙ୍କୁ ଖାଇବା ପାଇଁ ଉଦ୍ୟମ କରିଥିଲା ।
ମାତ୍ର କିଏ ଜାଣିଥିଲା ଯେ ଛେଳି ଆଖି ତାଙ୍କ ଜୀବନ ନେବ ବୋଲି । ବାଘର ସାହୁ ଛେଳି ଆଖି ଖାଉଥିବା ସମୟରେ ଛେଳି ଆଖି ତାଙ୍କ ଥଣ୍ଟିରେ ଅଟକିଯାଇଥିଲା । ତାହା ଜାଣିବା ପରେ ବାଘର ସାହୁଙ୍କୁ ନିକଟରେ ଥିବା ଡାକ୍ତରଖାନାକୁ ନେଇକି ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷଣ କରିଥିଲେ ।
ଶେଷରେ ଡାକ୍ତର ତାହାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ କୁହାଯାଉଛି କି ଛେଳି ନେଲା ତା ପ୍ରତିଶୋଧ ।
Click here to claim your Sponsored Listing.
Category
Contact the business
Address
Bhubaneswar
20/12/2025
17/11/2025