Mayurbhanj BJD
Empowering to all ODISHA
14/05/2026
ରାହୁଲ :- ଟାଙ୍କି ଫୁଲ୍ କରିଦିଅ...
ପେଟ୍ରୋଲ ପମ୍ପ ବାଲା :- ହେବନି...
ରାହୁଲ :- ଏମିତି କେମିତି ହେବନି ? କରିବାକୁ ପଡିବ!
ପେଟ୍ରୋଲ ପମ୍ପ ବାଲା :- ହେବ ନାହିଁ ଭାଇ, ବୁଝିବାକୁ ଚେଷ୍ଟା କର।
ରାହୁଲ :- ତୁମେ ସବୁ ମୋଦୀଙ୍କ ଗୁଲାମ, ଅନ୍ଧଭକ୍ତ… ମୋଦୀ ମୋର ତେଲ ବନ୍ଦ କରିଦେଇଛି, ମୋଦୀ ହିଁ ତୁମକୁ ଟାଙ୍କି ଫୁଲ୍ କରିବାକୁ ମନା କରିଥିବ। ମୋଦୀ ହାଏ ହାଏ!
ପେଟ୍ରୋଲ ପମ୍ପ ବାଲା :- ଆରେ ଚୁତିଆ, ଜଲଦି ପଳା ଏଠୁ। ଆଉଥରେ ଇଲେକ୍ଟ୍ରିକ୍ ସ୍କୁଟରରେ ପେଟ୍ରୋଲ ପକାଇବାକୁ ଆସିଲେ ସିଧା ପିଟିବି ଧରିକି...😀😜🤣😂
14/05/2026
14/05/2026
ନିର୍ଲଜ ଅନ୍ଧଭକ୍ତ ଖାଲି କମେଣ୍ଟ ପଢି ଚୁପ୍ ହୋଇ ବସି ଯାଅନି, ତୁମ ବାପା ମୋଦି ଆଉ ତୁମ ଭିଣୋଇ ମୁକୁ କୁ କୁହ ନବୀନ ପଟ୍ଟନାୟକ ୨୪ ବର୍ଷ ଭିତରେ ଶାସନ ଭିତରେ ଏଭଳି ଦିନ ଆମେ ଦେଖି ନଥିଲୁ।
20/04/2026
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା।🙏
ଏହି ପବିତ୍ର ଦିନ ଆମ ମାଟି, ପରମ୍ପରା ଓ ଚାଷୀ ସଂସ୍କୃତିର ଗୌରବକୁ ଅଧିକ ସୁଦୃଢ଼ କରେ। ଆପଣମାନଙ୍କର ପରିଶ୍ରମରେ ଓଡ଼ିଶାର ଧାନକ୍ଷେତ୍ର ସୁନାର ଫସଲରେ ଭରିଯାଉ ଓ ଘରେ ଘରେ ସୁଖ-ସମୃଦ୍ଧି ଆସୁ।
ମାଟି ମାଆଙ୍କ ଆଶୀର୍ବାଦ ସଦା ଆପଣଙ୍କ ସହିତ ରହୁ। 🙏
15/04/2026
୨୦୨୪ ନିର୍ବାଚନ ପରେ ସାଧାରଣ ଜନତାଙ୍କ ଜିବନ ବଦଳିଯିବ ଭାବିଥିଲେ ଲୋକେ, ହେଲେ ବିପରୀତ ହେଲା ସବୁ କିଛି l କେତେ ବେଳେ ରାଇରଙ୍ଗପୁର ରୁଣ୍ଟା ପାଇଁ ତୋ କେତେବେଳ ରାୟଗଡ଼ା କନ୍ଧମାଳ ସିଯିମାଳି କଥା l ନିର୍ବାଚନ ପରେ ସଧାରଣ ଲକ୍ ଶାନ୍ତିରେ ଶୋଇପାରିନାହାନ୍ତି କି ଖାଇ ପାରୁନାହାନ୍ତି। ସରକାର ସାଧାରଣ ଲୋକଙ୍କ ପାଇଁ ସୁବିଧା ବଦଳରେ ଅସୁବିଧା କରୁଛି l
ଧିକ ତୁମ ବିଜେପି ସରକାର୍ l ଧିକ୍ ତୁମ ରାଜନୀତିଆ
Chakradhar Hembram Sudam Marndi Jashipur Times
20/02/2026
ଗତକାଲି ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବୁଢ଼ୀଖମାରୀ ଗ୍ରାମପଞ୍ଚାୟତ ସ୍ଥିତ ଜଳଢିଆ ଗ୍ରାମର ୨୨୭ ତମ #ସାରଜମ_ବୁରୁ_ପାତା_ମେଳା ରେ ମୁଖ୍ୟ ଅତିଥିଭାବେ ଯୋଗଦେବା ଅବସରରେ।
Sudam Marndi Chakradhar Hembram Naveen Patnaik
14/02/2026
Tribals Leader Mr.Sudam Marndi
Sudam Marndi Mayurbhanj BJD Chakradhar Hembram Naveen Patnaik
04/06/2023
ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ପରୀକ୍ଷା ଫଳାଫଳ ନିର୍ବିଶେଷରେ ସମସ୍ତେ ଜୀବନରେ ସଫଳ ହେବାର ଲକ୍ଷ୍ୟ ନେଇ ଆଗକୁ ବଢ଼ନ୍ତୁ। ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
Click here to claim your Sponsored Listing.
Category
Website
Address
Bhubaneswar
751003